Jump to content

କେମନ୍ତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେମନ୍ତ
ଉଚ୍ଚାରଣ: Kemanta
কেনন कैसा

ଦେ. ବିଣ. (ସଂ. କିମିତି) —

୧: କିମିତି? କେଉଁ ପ୍ରକାରର ? — ୧. Of what kind or sort ?

ମୁହିଁ କେମନ୍ତ ହୋଇ ତହିଁ ୟିବି ପ୍ରାଚୀ. ନଳଚରିତ

ଦେ. କ୍ରି. ବିଣ —

କି ପ୍ରକାରେ? କିପରି? — How? in what manner?

ୟମ ଦଣ୍ଡରୁ ମୋ ରକ୍ଷା କେମନ୍ତ ହେବ କବିସୂର୍ଯ୍ୟ. କିଶୋରଚମ୍ପୁ. ଗୀତ.

ଦେ. ଅ. (ପ୍ରଶ୍ନାର୍ଥକ) —

ସତେ? ସତେକି? (interrogative) It is so?