କେମ୍ପା
ଦେଖଣା
କେମ୍ପା —
ଉଚ୍ଚାରଣ: Kempā
କେମ୍ପୀ, କେମ୍ପେ଼ଈ, କେମ୍ପୁଲୣସ୍ତ୍ରୀ
ଦେ. ବିଣ. ପୁଂ. (ସଂ. କୋଣି) —
ୟାହାର ହାତ ଗୋଡ଼ ବଙ୍କା; ବକ୍ରହସ୍ତ; ବକ୍ରପଦ — Having arms or legs bent inward, having crampy or deformed hands; (a person male or female) born with crippled limbs; hobbling.
ଅନ୍ଧ, ମୂକ, ଛୋଟା ଯେ କେମ୍ପା ଯେତେ ଅଛନ୍ତି କୃଷ୍ଣସିଂହ. ମହାଭାରତ. ସଭା