କେଯୁରବନ୍ଧ
ଦେଖଣା
କେଯୁରବନ୍ଧ —
ଉଚ୍ଚାରଣ: Keyūra bandha
ସଂ. ବି. —
୧: କାମଶାସ୍ତ୍ରୋକ୍ତ ରତିବନ୍ଧବିଶେଷ — ୧. A pose during copulation, described in the Kāmaṡāstra of ancient India.
[ ଦ୍ର—ସ୍ତ୍ରୀ ଜଙ୍ଘେ ଚୈବ ସଂପୀଡ଼୍ୟ ଦୋର୍ଭ୍ୟାମାଲିଙ୍ଗ୍ୟ ସୁନ୍ଦରୀଂ, କାରଯେତ୍ ସ୍ଥାପନଂ କାମୀ ବନ୍ଧଃ କେଯୁରସଂଜ୍ଞକଃ ]
୨: ଶରୀରର ଯେଉଁ ସ୍ଥାନରେ କେଯୁର ପିନ୍ଧାଯାଏ; ବାହୁ — ୨. The arms.