କେଯୁରବାନ୍
ଦେଖଣା
କେଯୁରବାନ୍ —
ଉଚ୍ଚାରଣ: Keyūrabān
(କେଯୁରବତୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କେଯୁର+ଅଛି ଅର୍ଥରେ ବତ୍; ୧: ମା. ୧: ବ.) —
ଯେ କେଯୁର ପିନ୍ଧିଥାଏ — Wearing an armlet.
କେଯୁରବାନ୍ —
ଉଚ୍ଚାରଣ: Keyūrabān
(କେଯୁରବତୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କେଯୁର+ଅଛି ଅର୍ଥରେ ବତ୍; ୧: ମା. ୧: ବ.) —
ଯେ କେଯୁର ପିନ୍ଧିଥାଏ — Wearing an armlet.