କେରଣ୍ଟ କରିବା
ଦେଖଣା
କେରଣ୍ଟ କରିବା —
ଉଚ୍ଚାରଣ: Keranṭa karibā
ଦେ. କ୍ରି —
'କେରଣ୍ଟ' ସର୍ତ୍ତରେ ଦୁଇ ଜଣ ପରସ୍ପର ମଲ୍ଲଯୁଦ୍ଧରେ ପ୍ରବର୍ତ୍ତିବା — To engage in a bout on condtion that the winner will give up fight as soon as the loser pronounces 'Keraṇṭa'.
ଭୀମସେନ ବୋଲେରେ ଅସୁରେଶ୍ବର ଶ୍ରେଷ୍ଠ ଧର୍ମଯୁଦ୍ଧ ତୋର ମୋର କରିବା କେରଣ୍ଟ ସାରଳା. ମହାଭାରତ