କେରଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରଳୀ
ଉଚ୍ଚାରଣ: Keraḻī

ସଂ. ବି —

୧: ଜ୍ଯୋତିଷଶାସ୍ତ୍ରବିଶେଷ —୧. Astronomical treatise dealing with a particular system of caculation.

୨: କେରଳ ଦେଶ ପ୍ରଚଳିତ ଜ୍ଯୋତିଷ ଗଣନା — ୨. Astronomical system of Malabar.

୩: ହୋରା; ପ୍ରାୟ ଏକଘଣ୍ଟା ସମୟ — ୩. A period of about one hour.

ସଂ. ବି. ସ୍ତ୍ରୀ —

୧: କେରଳ ଦେଶୀୟା ସ୍ତ୍ରୀ — ୧. A woman belonging to the country of Malabar.

[ଦ୍ର—ଏମାନଙ୍କର ଦୀର୍ଘ କେଶପାଶ ଓ ଜୁଡ଼ା ବାନ୍ଧବାର ମନୋହର ପ୍ରଣାଳୀ ବହୁକାଳରୁ ଭାରତପ୍ରସିଦ୍ଧ ଅଟେ]

୨: କେଳୁଣୀ —୨. A woman of the Keḻā caste.