Jump to content

କେରଳୀ ହାତରେ ଅଢ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରଳୀ ହାତରେ ଅଢ଼ା
ଉଚ୍ଚାରଣ: Keraḻī hātare aṟḍ̠ẖā

ଦେ. ବି. ପ୍ରବଚନ (ସଂ. କେରଳୀ ହସ୍ତେ ଆଢକଂ) —

(ଫଳିତ ଜ୍ଯୋତିଷ) ବର୍ଷ ମଧ୍ୟରେ ପୃଥିବୀରେ ଜନ୍ମିବା ଶସ୍ୟାଦିର ପରିମାଣ ବେଶି କମି ହେବା ସୂଚକ 'ଆଢ଼କ' ଉକ୍ତ ବର୍ଷ ଜ୍ଯୋତିଷ ଗଣନାକ୍ରମେ କେରଳୀ ହସ୍ତରେ ଥିବା — (Astrology) The measure of produce of the earth during the year being in the hands of the 'Keraḻī' woman (this indicates a good year of plentiful harvest and rainfall).

[ଦ୍ର—ଆଢ଼କର ଅର୍ଥ ଏକ ବର୍ଷ ମଧ୍ୟରେ ପୃଥିବୀରେ ଜନ୍ମିବା ଶସ୍ୟାଦିର ପରିମାଣ; ଜ୍ଯୋତିଷ ଗଣନା ଅନୁସାରେ ଯେଉଁ ବର୍ଷ କେରଳୀ ହାତରେ ଆଢ଼କ ଥାଏ ସେ ବର୍ଷ ଭଲ ବର୍ଷା ହୁଏ ଓ ପୃଥିବୀରେ ଶସ୍ୟ ପ୍ରଚୁର ହୁଏ; ଏହାର ଜ୍ଯୋତିଷ ବଚନ—ଆଢ଼କଂ କେରଳୀ— ହସ୍ତେ ସୁଲଭଂ ଜାୟତେ ଧ୍ରୁବଂ]