କେରାଣ୍ଡି ଗୁନ୍ଥି ଶେଉଳ ପାଇବା
ଦେଖଣା
କେରାଣ୍ଡି ଗୁନ୍ଥି ଶେଉଳ ପାଇବା (ନ୍ୟାୟ) —
ଉଚ୍ଚାରଣ: Kerāṇḍi gunthi ṡeuḻa pāibā
ଦେ. ପ୍ରବଚନ —
(ବନଶୀ କଣ୍ଟାରେ ସାନ କେରାଣ୍ଡି ମାଛ ଗୁନ୍ଥି ବଡ଼ ମାଛଙ୍କୁ ଧରନ୍ତି—ଏହି ଲକ୍ଷଣାରୁ)—ସାମାନ୍ୟ ପଦାର୍ଥ. ଦେଇ ବେଶି ପଦାର୍ଥ ପାଇବାକୁ ଆଶା କରିବା —A simile applied to a case where a man expects to get big return for a small outlay (like one using a fry as a bait and getting a large in return with the angling rod).