Jump to content

କେରାନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରାନା
ଉଚ୍ଚାରଣ: Kerānā
केराना

ଦେ. ବି. (ବେପାରୀ ଓ ମହାଜନଙ୍କ ବ୍ୟବହୃତ ଶବ୍ଦ; ସଂ. କ୍ରୟଣ) —

ଗୃହସ୍ଥର ନିତ୍ୟବ୍ୟବହାର୍ୟ୍ୟ ଗୁଆ, ମସଲା, ହଳଦୀ ଆଦି ପଣ୍ୟଦ୍ରବ୍ୟ —Merchandish of everyday use.