Jump to content

କେରା କେରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରା କେରା
ଉଚ୍ଚାରଣ: Kerā kerā

ଦେ. ଅ. (ଅନାଦରାର୍ଥ; ବହୁବଚନ) —

ବହୁ କ୍ଷୁଦ୍ର କ୍ଷୁଦ୍ର ଗୁଚ୍ଛରେ —Done or separated into small bunches or wisps.

ଲମ୍ବଇ ମୁକୁତାର ଝରା, ସୁବର୍ଣ୍ଣ ପୁଷ୍ପ କେରାକେରା ଜଗନ୍ନାଥ. ଭାଗବତ