କେରି
ଦେଖଣା
କେରି —
ଉଚ୍ଚାରଣ: Keri
ଦେ. ବି. (ଆଦରାର୍ଥକ) —
ଛୋଟ କେରା; କ୍ଷୁଦ୍ରଗୁଚ୍ଛ — Small cluster or bunch.
ମଉଳି ପଛେ ଛୁଟି କେରି ପବନେ ଉଡ଼େ ଫିରିଫିରି ରାମଦାସ ଦାର୍ତ୍ୟତାରକ୍ତି