Jump to content

କେରିକେରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେରିକେରି
ଉଚ୍ଚାରଣ: Kerikeri

ଦେ. ଅ. (ଆଦରାର୍ଥ) —

ବହୁ କ୍ଷୁଦ୍ର କ୍ଷୁଦ୍ର ଗୁଚ୍ଛରେ — In small clusters; in small bunches.

ଗାଳାଇ ନାଭି ଯାଏ ଲମ୍ବଇ କେରି କେରି ମାର୍କଣ୍ଡେୟ ପୁରାଣ