କେର୍ପାଲ
ଦେଖଣା
କେର୍ପାଲ —
ଉଚ୍ଚାରଣ: Kerpāle
কেরপাল
तिरपाज
ବୈଦେ. ବି. (ଇଂ. ତାର୍ପଲିନ) —
ଝୋଟ ଆଦିର ମୋଟା ସୂତାରେ ବୁଣା ହୋଇଥିବା ଓ ଉପରେ ଚାଳ ବୋଳା ହୋଇଥିବା ଆଛାଦନବସ୍ତ୍ର; ରାଳ ମଡ଼ାହୋଇ— ଥିବା ପାଲ —Canvas; tarpaulin.
[ଦ୍ର—ଏଥିରେ ପଣି ଭେଦି ପାରେ ନାହିଁ]