କେର୍ ଖାଇବା
ଦେଖଣା
କେର୍ ଖାଇବା —
ଉଚ୍ଚାରଣ: Ker khāibā
ପ୍ରାଦେ. (ସମ୍ବଲପୁର) ବି. —
(ଝାଳ ହେତୁରୁ) କୋଡ଼— ଗାତରେ ଘାଆ ହେବା —Formation of sores on the hipjoints (on account of contant perspiration of the adjoining parts.)