କେଲାଇବା
ଦେଖଣା
କେଲାଇବା —
ଉଚ୍ଚାରଣ: Kelāibā
ପ୍ରାଦେ. (ସମ୍ବଲପୁର) କ୍ରି —
୧: ଏକାଚୋଟେକେ ହାଣି— ଦେବା —୧. To cut asunder by one stroke.
୨: ଭଜା ଧାନରୁ ଖଇ ପୃଥକ୍ କରିବା ପାଇଁ ଚଲାଇବା — ୨. To sift fried paddy with a sieve to separate it from husks.