ଶବ୍ଦାର୍ଥ:
କେଲ୍ଭା — ଉଚ୍ଚାରଣ: Keḻbhā
ପ୍ରାଦେ. (ସମ୍ବଲପୁର) ବିଣ —
ଭକୁଆ; ନିର୍ବୋଧ; ଓଲ୍ଲୁ — Foolish; idiotic; stupid.