କେଳକ
ଦେଖଣା
କେଳକ —
ଉଚ୍ଚାରଣ: Keḻaka
(କେଳିକା—ସ୍ତ୍ରୀ)
ସଂ. ବି. ପୁଂ. (କେଳ ଧାତୁ=କ୍ରିଡ଼ା କରିବା+ଅକ) —
୧: ନାଟୁଆ —୧. Dancer.
୨: ଯେ ବନ୍ଧ ଭାଙ୍ଗେ —୨. A tumbler.
୩: ଯେ ଖଣ୍ଡା ଦାଢ଼ରେ ଚାଲେ ଓ ନାଚେ — ୩. One who walks and dances on the edge of a sword (M.W.)