Jump to content

କେଳତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳତି
ଉଚ୍ଚାରଣ: Keḻati

ଦେ. ବି. (ସଂ. କେଳିକତାବତୀ) —

୧: ରତି ଦେବୀ —୧. Wife of Cupid.

କେଳତି ଜନନୀ ଜରାଭାରୁ ଗୁରୁ ବାଦ ଭଞ୍ଜ. ଲବଣ୍ୟବତୀ

୨: ରତି କ୍ରୀଡ଼ା — ୨. Amorous sports of love; coition.