Jump to content

କେଳାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳାସ
ଉଚ୍ଚାରଣ: Keḻāsa

ସଂ. ବି. (କେଳା=ବିଳାସ+ସଦ୍ ଧାତୁ=ଅବସ୍ଥିତ କରିବା +ଅଧିକରଣ. ଅ) —

୧: ସ୍ଫାଟିକ — ୧. Crystal (Apte).

୨: (ସ୍ଫଟିକ ପରି ସ୍ବଚ୍ଛ ହୋଇଥିବାରୁ) କୈଳାସ ପର୍ବତ — ୨. The K&aline;i̱ḻāsa mountain.