Jump to content

କେଳି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳି
ଉଚ୍ଚାରଣ: Keḻi

ସଂ. ବି. ସ୍ତ୍ରୀ. (କେଳ ଧାତୁ=କ୍ରୀଡ଼ା କରିବା+ଭାବ. ଇ) —

୧: କ୍ରିଡ଼ା —୧. Play; gambling.

୨: ବିଳାସ; କୌତୁକ —୨. Sport; amusement; diversion.

୩: ପରିହାସ —୩. Jesting; joke; mirth.

୪: କାମକ୍ରୀଡ଼ା; ପ୍ରେମକ୍ରୀଡ଼ା; ରତି —୪. Cohabitation; coition; amorous sport.

୫: ପୃଥିବୀ —୫. The earth.

ଦେ. ବି —

ଚାଉଳ, ବିରିଆଦି ବଟାଯାଇ ପ୍ରସ୍ତୁତ ହୋଇଥିବା ଘୃତପକ୍ବ ବା ବାଷ୍ପପକ୍ବ ଏକପ୍ରକାର ପିଠା — A kind of cake boiled in ghee or steam and prepared from pounded rice and other grains.