କେଳିକ
ଦେଖଣା
କେଳିକ —
ଉଚ୍ଚାରଣ: Keḻika
ସଂ. ବି. (କେଳି+କ) —
ଅଶୋକ ବୃକ୍ଷ (ଦେଖ) Aṡoka tree (See)
(କେଳୀକା—ସ୍ତ୍ରୀ)
ସଂ. ବିଣ. ପୁଂ —
୧: କ୍ରୀଡ଼ାପ୍ରିୟ — ୧. Sportive (M.W.)
୨: କ୍ରୀଡ଼ାରତ —୨. Sporting (M.W.)
କେଳିକ —
ଉଚ୍ଚାରଣ: Keḻika
ସଂ. ବି. (କେଳି+କ) —
ଅଶୋକ ବୃକ୍ଷ (ଦେଖ) Aṡoka tree (See)
(କେଳୀକା—ସ୍ତ୍ରୀ)
ସଂ. ବିଣ. ପୁଂ —
୧: କ୍ରୀଡ଼ାପ୍ରିୟ — ୧. Sportive (M.W.)
୨: କ୍ରୀଡ଼ାରତ —୨. Sporting (M.W.)