Jump to content

କେଳିକଦମ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳିକଦମ୍ବ
ଉଚ୍ଚାରଣ: Keḻikadamba
ସଂ. ନାମ—ଧାରା କଦମ୍ବ, ପ୍ରାବୃଷ୍ୟ, ପୁଲକୀ, ଭୃଙ୍ଗବଲ୍ଲଭ, ମେଘାଭ, ପ୍ରିୟକ,ନୀପ, ପ୍ରାବୃଷେଣ୍ୟ କଳମ୍ବକ, ଗିରକଦମ୍ବ ମ. ଭୂମିକଦମ୍ବ, କଳଂବ ଗୁ. କଳମ ତେ. ମୋଗୁଲୁକଡିମି কেলিকদম, পেটপূবিআ करम, कामि. हल्दु, हाजु

ଦେ. ବି. (ସଂ. ଗିରି କଦମ୍ବ) —

୧: କୁରୁମ ଓ କଦମ୍ବ ଜାତୀୟ ବନ୍ୟ ବୃକ୍ଷ —୧. A species of wild timber-tree); Stephygyne Parvifolia; Nauclia Parvifolia.

[ ଦ୍ର—ଏହାର କାଠ ହଳଦିଆ; କେହି କେହି ଏହାକୁ କୁରୁମ ଗଛ କହନ୍ତି ଏହାର ରସ ପ୍ଳୀହୋଦର ନାଶକ]

୨: କଦମ୍ବଫୁଲ ପରି ଦେଖାଯିବା ଆତସବାଜିବିଶେଷ —୨. A firework resembling the flowers of the Kadamba tree when lighted.