କେଳିକଳା
ଦେଖଣା
କେଳିକଳା —
ଉଚ୍ଚାରଣ: Keḻikaḻā
ସଂ. ବି. —
୧: ସରସ୍ବତୀଙ୍କ ବୀଣା —୧. The lute of the Goddess Saraswatī.
୨: କ୍ରୀଡ଼ାରୂପ ବିଦ୍ୟା —୨. The art of sproting; sportive skill.
୩: ରତିକଲା; ରତିବିଦ୍ୟା —୩. The art of amorous dalliance.
୪: କ୍ରୀଡ଼ାରେ ନିପୁରତା —୪. Sportive skill.
୫: ରତିକ୍ରୀଡ଼ା —୫. Coition.
୬: କୌତୁକପୂରଣ୍ଣ ବା ରସିକତାଯୁକ୍ତ ଉକ୍ତି — ୬. Amorous or sportive accents or address (Wilson.)