Jump to content

କେଳିକିଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳିକିଳ
ଉଚ୍ଚାରଣ: Keḻikiḻa

ସଂ. ବି. ପୁ.—(କେଳି=ବିଳାସ+କିଳ୍ ଧାତୁ=କ୍ରୀଡ଼ା କରିବା+କର୍ତ୍ତୃ. ଅ) —

୧: (ନାଟକରେ) ନାୟକଙ୍କ ବୟସ୍ୟ; ବିଦୂଷକ —The confidential com panion of the hero of a drama (like jester).

୨: ଶିବଙ୍କ ଅନୁଚରବିଶେଷ — ୨. Name of an attendant of Ṡiba.