Jump to content

କେଳୀପିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳୀପିକ
ଉଚ୍ଚାରଣ: Keḻīpika

ସଂ. ବି. (ମଧ୍ୟପଦଲୋପୀ) —

କେଳି ବା କୌତୁକ ନିମନ୍ତେ ପୋଷାଯିବା କୋକିଳ —A cuckoo kept for pleasure.