Jump to content

କେଳୀଶୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଳୀଶୁକ
ଉଚ୍ଚାରଣ: Keḻīṡuka

ସଂ. ବି. (୪: ର୍ଥୀ ତତ୍; କେଳୀ+ଶୁକ) —

କୌତୁକ ପାଇଁ ପୋଷିଯିବା ଶୁଆ — A parrot kept or pleasure.