କେଳ୍
ଦେଖଣା
କେଳ୍ (ଧାତୁ) —
ଉଚ୍ଚାରଣ: Keḻ (root)
ସଂ. —
୧: କ୍ରୀଡ଼ା କରିବା — ୧. To play; to sport.
୨: କମ୍ପିବା; ଥରିବା — ୨. To shake; to tremble (M.W.)
୩: ଗତି କରିବା; ଯିବା — ୩. To go; to move (M.W.)