Jump to content

କେଶକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶକ
ଉଚ୍ଚାରଣ: Keṡaka
(କେଶିକା—ସ୍ତ୍ରୀ)

ସଂ. ବିଣ. ପୁଂ. (କେଶ+କୃ ଧାତୁ=କର୍ତ୍ତୃ. ଅ) —

୧: ଯେ ଭଲ ଜୁଡ଼ା ବାନ୍ଧିପାରେ; କେଶ ବାନ୍ଧିବା ବିଷୟରେ ନିପୁଣ — ୧. Skilful in dressing the hair.

୨: ଯେ ବାଳ ବିଷୟରେ ଭାରି ସଉକୀ — ୨. Bestowing care upon the hair (M.W.)