Jump to content

କେଶଗୁଚ୍ଛ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶଗୁଚ୍ଛ
ଉଚ୍ଚାରଣ: Keṡaguchchha

ସଂ. ବି. (୬: ଷ୍ଠୀ ତତ୍; କେଶ+ଗୁଚ୍ଛ) —

୧: ବାଳର କେରା — ୧. A tuft of hair.

୨: କେଶ ସମୂହ — ୨. A mass of hair.