କେଶଚଣ
ଦେଖଣା
କେଶଚଣ —
ଉଚ୍ଚାରଣ: Keṡachaṇa
(କେଶଚଣା—ସ୍ତ୍ରୀ)
ସଂ. ବିଣ. ପୁଂ. (କେଶ+ବହୁଳାର୍ଥେ. ଚଣ) —
୧: ୟାହାର ଗୁଡ଼ିଏ ସୁନ୍ଦର କେଶ ଅଛି — ୧. Having fine hair (M.W.)
୨: ବାଳ ଯୋଗୁଁ ଯେ ସୁପରିଚିତ — ୨. Known by his hair (M.W.)
କେଶଚଣ —
ଉଚ୍ଚାରଣ: Keṡachaṇa
(କେଶଚଣା—ସ୍ତ୍ରୀ)
ସଂ. ବିଣ. ପୁଂ. (କେଶ+ବହୁଳାର୍ଥେ. ଚଣ) —
୧: ୟାହାର ଗୁଡ଼ିଏ ସୁନ୍ଦର କେଶ ଅଛି — ୧. Having fine hair (M.W.)
୨: ବାଳ ଯୋଗୁଁ ଯେ ସୁପରିଚିତ — ୨. Known by his hair (M.W.)