Jump to content

କେଶନୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶନୀ
ଉଚ୍ଚାରଣ: Keṡinī

ସଂ. ବିଣ. ସ୍ତ୍ରୀ. (କେଶିନ୍+ଈ) —

କେଶୀର ସ୍ତ୍ରୀଲିଙ୍ଗ —Feminine of Keṡī

ସଂ. ବି. ସ୍ତ୍ରୀ —

୧: ଦୁର୍ଗା —୧. Goddess Durgā

୨: ଅପ୍ସରୋବିଶେଷ —୨. Name of an Apasarā

୩: ରାବଣର ମାତା — ୩. Name of the mother of Rābaṇa

୪: ଜଟାମାଂସୀ — ୪. Nardostachis Jaṭāmāṁsī (plant).