କେଶବ
ଦେଖଣା
କେଶବ —
ଉଚ୍ଚାରଣ: Keṡaba
ସଂ. ବିଣ. ଫୁ. (କେଶ+ପ୍ରଶସ୍ତାର୍ଥେ. ବ; ୟାହାଙ୍କର ପ୍ରଶସ୍ତ କେଶ ଅଛି) —
ପ୍ରଶସ୍ତ କେଶବିଶିଷ୍ଟ — Blessed with profuse of fine bunch of hair on the head.
ସଂ. ବି. (କେଶନ୍=ଅସୁରବିଶେଷ+ବା ଧାତୁ=ହିଂସା କରିବା+କର୍ତ୍ତୃ. ଅ; କେଶୀ ଦୈତ୍ୟକୁ ବଧ କରି ଥିବାରୁ) —
୧: ଶ୍ରୀକୃଷ୍ଣ —୧. Ṡrīksṛushṇa.
୨: ବିଷ୍ଣୁ —୨. Bishṇu.
୩: ପରମେଶ୍ବର —୩. God; The Supreme Being.
୪: ମାର୍ଗଶୀର ମାସ —୪. The month of Mārgaṡira. (M.W.)
୫: ଗୁଳ୍ମବିଶେଷ; ମଣ୍ଡାକୁସୁମ — ୫. Rottleria Tinctoria (M.W.)
୬: (କେ=ଜଳରେ+ଶବ=ମୁର୍ଦ୍ଦାର)—ଜଳରେ ଭାସୁ— ଥିବା ମୁର୍ଦ୍ଦାର —୬. A dead body floatingt on water.
ଦେ. ବି. ଫୁ —
ପୁରୁଷଙ୍କୁ ଦିଆଯିବା ନାମ — A name given to males.