କେଶବଚନ୍ଦ୍ର ପଟ୍ଟନାୟକ
ଦେଖଣା
କେଶବଚନ୍ଦ୍ର ପଟ୍ଟନାୟକ —
ଉଚ୍ଚାରଣ: Keṡabachandra paṭṭanāyaka
ଦେ. ବି. (ନାମ) —
ଅଷ୍ଟଦଶ ଶତାବ୍ଦୀର ଶେଷ ଭାଗରେ ଗଞ୍ଜାମର ପାରଳା ରାଜ୍ୟରେ ଜନ୍ମଗ୍ରହଣ କରିଥିବା କରଣବଂଶୀୟ କବି —A famous poet of this name born of a Karaṇa family in the estate of Parlakhimidi in the destrict of Ganjam in the last quarter of the ୧୮th century.
[ଦ୍ର— ଏ ଓଡ଼ିଆଭାଷାରେ ଗୀତ—ନାଟ୍ୟମୟ ସାତକାଣ୍ଡ— ରାମାୟଣ ରଚନା କରିଥିଲେ ତାଙ୍କ ରଚିତ ରାମାୟଣ ଏବେ ମଧ୍ୟ ଗଞ୍ଜାମରେ ଅଭିନିତ ହୁଏ ଉତ୍ତରାକାଣ୍ଡର ଶୋକାବହ ଘଟନାମାନ କବି ଏଥିରେ ବର୍ଣ୍ଣନା କରିନାହାନ୍ତି କବି କେଶବଚନ୍ଦ୍ର କବିସୂର୍ଯ୍ୟଙ୍କ ସମସାମାୟିକ ଥିଲେ ୧୮୩୪: ସାଲରେ ଏ ରାମାୟଣ ରଚନା ଶେଷ କରିଥିଲେ ]