କେଶବଚନ୍ଦ୍ର ସେନ
ଦେଖଣା
କେଶବଚନ୍ଦ୍ର ସେନ —
ଉଚ୍ଚାରଣ: Keṡabachandra sena
ଦେ. ବି. (ନାମ) —
ବଙ୍ଗର ବିଖ୍ୟାତ ଧର୍ମ— ପ୍ରଚାରକ; ଏ ନବବିଧାନ ବ୍ରାହ୍ମ ସମାଜର ପ୍ରତିଷ୍ଠାତା —Name of a Bengalee religious reformer.
[ଦ୍ର—ଜନ୍ମ ୧୮୩୮: , ମୃତ୍ଯୁ ୧୮୮୪: ଏ ଜଣେ ଧର୍ମବୀର, ମିଷ୍ଟଭାଷୀ ଓ ବକ୍ତା ଥିଲେ]