କେଶବନ୍ଧ
ଦେଖଣା
କେଶବନ୍ଧ —
ଉଚ୍ଚାରଣ: Keṡabandha
ସଂ. ବି. (୬: ଷ୍ଠୀ ତତ୍; କେଶ+ବନ୍ଧ) —
ବାଳ ବାନ୍ଧିବାପାଇଁ ବ୍ୟବହୃତ ଫିତା; ପାଟଫୁଲି —The hair-band.
କେଶବନ୍ଧ —
ଉଚ୍ଚାରଣ: Keṡabandha
ସଂ. ବି. (୬: ଷ୍ଠୀ ତତ୍; କେଶ+ବନ୍ଧ) —
ବାଳ ବାନ୍ଧିବାପାଇଁ ବ୍ୟବହୃତ ଫିତା; ପାଟଫୁଲି —The hair-band.