Jump to content

କେଶବର୍ଦ୍ଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶବର୍ଦ୍ଧନ
ଉଚ୍ଚାରଣ: Keṡabarddhana

ସଂ. ବି. (କେଶ+ବୃଧ୍ ଧାତୁ=ବଢ଼ିବା+ଭାବ. ଅନ) —

୧: ବାଳ ବଢ଼ିବା — ୧. The growth or increase of one's hair.

୨: (କେଶ+ବୃଥ ଧାତୁ+କର୍ତ୍ତୃ. ଅନ)—ଯେଉଁ ଔଷଧ ବା ତୈଳଦ୍ବାରା କେଶ ବୃଦ୍ଧି ହୁଏ — ୨. A medicine or oil for the growth of the hair.

୩: ବାଳବଢ଼ଣୀ ଲତା; ଶତାବରୀ ଲତା — ୩. A creeper; Asparagus Racemosus.