Jump to content

କେଶବିନ୍ଯାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶବିନ୍ୟାସ
ଉଚ୍ଚାରଣ: Keṡabinyāsa

ସଂ. ବି. (୬: ଷ୍ଠୀ ତତ୍; କେଶ +ବିନ୍ୟାସ) —

୧: ମୁଣ୍ଡର ବାଳରୁ ସଜାଇ କରି ବାନ୍ଧିବା ସୁନ୍ଥା ପକାଇବା — ୧. Dressing of the hair of the head.

୨: ଜୁଡ଼ା; ଖୋଷା —୨. Chignon.

୩: କେଶ ବନ୍ଧା ଯାଇଥିବା ଗଣ୍ଠି —୨. Coiffure.