କେଶବ କୋଇଲି
ଦେଖଣା
କେଶବ କୋଇଲି —
ଉଚ୍ଚାରଣ: Keṡaba Koili
ଦେ. ବି. —
ଓଡ଼ାଶାର ଭକ୍ତ କବି ବଳରାମ ଦାସଙ୍କ କୃତି ଚଉତିଶା ବା ଗୀତବିଶେଷ — An Oriya song, every couplet beginning with thirty four letters of the Oriya consonants by poet Jagannātha Dāṡa.
[ଦ୍ର—ଏହା କୃଷ୍ଣ ମଥୁରାକୁ ଯିବାରୁ ୟଶୋଦାଙ୍କ କ୍ରନ୍ଦନ ବର୍ଣ୍ଣନା— ସୂଚକ ଗୀତ; ୟଶୋଦା କୋକିଳକୁ ଆପଣା ଦୁଃଖ ଜଣାଇ ଶ୍ରୀକୃଷ୍ଣଙ୍କୁ ମଥୁରାରେ କହିବା ସକାଶେ ଗୀତ ବୋଲୁଅଛନ୍ତି]