କେଶମୋହରିର
ଦେଖଣା
କେଶମୋହରିର —
ଉଚ୍ଚାରଣ: Keṡmoharira
ବୈଦେ—୧: (ଇଂ. କାଶ୍+ଫା. ମହରିର୍ —
୧: ଯେଉଁ କର୍ମଚାରୀ ନିକଟରେ ବା ଜିମାରେ ମାଲିକ ତହବିଲ ରଖାଯାଏ — ୧. A clerk in charge of the master's cash.
୨: (ଇଂ କେସ୍+ଫା. ମୁହରିର୍) ଯେଉଁ କର୍ମଚାରୀ କୌଣସି ବ୍ୟକ୍ତିଙ୍କର ମକଦ୍ଦମା ଆଦି ବୁଝାବା ପାଇଁ ଭାରପ୍ରାପ୍ତ ହୋଇଥାଏ — ୨. A clerk in charge of the litigation of a person or estate.