Jump to content

କେଶରାଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶରାଜ
ଉଚ୍ଚାରଣ: Keṡarāja

ସଂ. ବି —

୧: କେଶଦୁଦୁରା (ଦେଖ) ୧. Keṡadudurā (See)

୨: କଜଳପାତି ପିର ଚଳୁଥିବା ପକ୍ଷୀବିଶେଷ — ୨. Hair-crested Drongo; chibia Hottentotta.

[ଦ୍ର—ଏ ପକ୍ଷୀର ଚଞ୍ଚୁଦୀର୍ଘ ଓ ଅଗବଙ୍କା; ମୁଣ୍ଡର ପଛଆଡ଼ ଗୋଟା କେତେ ଲମ୍ବ କେଶ ଗୋଛା ହୋଇ ଉଠିଥାଏ; ଏ ଫଳ ଓ ଫୁଲ ମଧ୍ୟରୁ ବକ୍ରଥଣ୍ଟଦ୍ବାରା ମହୁ ଖାଇପାରେ ଯୋଗେଶଚନ୍ଦ୍ର]