Jump to content

କେଶହୀନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶହୀନ
ଉଚ୍ଚାରଣ: Keṡahīna

ସଂ. ବିଣ.—(୩: ୟା ତତ୍; କେଶ+ହୀନ.) —

କେଶଶ୍ବନ୍ୟ; ନିର୍ବାଳୁଆ; ଟାଙ୍ଗରା; ଶିଆଳିଖିଆ — Destitute of hair; bald.