Jump to content

କେଶାକର୍ଷଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶାକର୍ଷଣ
ଉଚ୍ଚାରଣ: Keṡākarshaṇa

ସଂ. ବି. (୬: ଷ୍ଠୀ ତତ୍; କେଶ+ଆକର୍ଷଣ) —

କୌଣସି ବ୍ୟକ୍ତିର ଚୁଟିକୁ ଝିଙ୍କିବା କର୍ମ; ଚୁଟିଝିଙ୍କା — Pulling a person by the hair.