କେଶାକେଶି
ଦେଖଣା
କେଶାକେଶି —
ଉଚ୍ଚାରଣ: Keṡākeṡi
ସଂ. କ୍ରି. ବି. (କେଶ+କେଶ+ଇ) —
ପରସ୍ପର ଚୁଟି ଝିଙ୍କାଝିଙ୍କି; ପରସ୍ପର ଚୁ଼ଟି ଧରାଧରି ହୋଇ ଯେଉଁ ଯୁଦ୍ଧ ହୁଏ —(literally hair to hair) Fighting by mutual pulling of the hair.