କେଶିକ
ଦେଖଣା
କେଶିକ —
ଉଚ୍ଚାରଣ: Keṡika
(କେଶିକା—ସ୍ତ୍ରୀ)
ସଂ. ବିଣ. ଫୁ. (କେଶ+ଇକ) —
ୟାହାର ବେଶି ବାଳ ଥାଏ — Having fine or luxuriant hair (M.W.)
ବି. —
ବାଳବଢ଼ଣୀ ଲତା; ଶତାବରୀ — Asparagus Racemosus creeper (M.W.)
କେଶିକ —
ଉଚ୍ଚାରଣ: Keṡika
(କେଶିକା—ସ୍ତ୍ରୀ)
ସଂ. ବିଣ. ଫୁ. (କେଶ+ଇକ) —
ୟାହାର ବେଶି ବାଳ ଥାଏ — Having fine or luxuriant hair (M.W.)
ବି. —
ବାଳବଢ଼ଣୀ ଲତା; ଶତାବରୀ — Asparagus Racemosus creeper (M.W.)