Jump to content

କେଶୁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶୁର
ଉଚ୍ଚାରଣ: Keṡura
কেশুর कसेर ତେ. ଇଟିକୋତି ମ କଚରା

ଦେ. ବି. (ସଂ. କଶେରୁ; କଶେରୁକ; କସେରୁ) —

୧: ମଥା ଜାତିୟ ତୃଣ — ୧. A kind of grass with bulbuous root and long stalk; Scirpus Kysoor; Cyperus. Esculentis.

୨: କୈବର୍ତ୍ତ ମୁସ୍ତକ; କେଉଟ ମୁଥା — ୨. Hexastachoia Roxb.

ମେଘ ବରଷଇ ଟପର ଟପର କେଶୁର ମାଇଲା ଗଜା—ଶିଶୁ ଗୀତ