Jump to content

କେଶ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଶ୍
ଉଚ୍ଚାରଣ: Keṡ
কেস্ केस् কাস্ केस

ବୈଦେ. ବି. (ଇଂ. କେସ୍) —

୧: ମକଦ୍ଦାମା — ୧. Case; litigation.

୨: ଫଉଜଦାର ମକଦ୍ଦମା — ୨. Criminal case.

୩: ଡାକ୍ତରଙ୍କଦ୍ବାରା ଚିକିତ୍ସିତ ରୋଗୀ ବା ରୋଗ — ୩. A case under the treatment of doctor.

୪: (ଇଂ. କାଶ୍) ନଗଦ ଟଙ୍କା —୪. Cash.

୫: (ଇଂ. କେସ୍) ବାକସ; ଆଲମାରି — ୫. A case or almira

(ଯଥା—ସୋକ୍ଶ୍; ଗ୍ଳାସ୍କେଶ୍)

ପ୍ରାଦେ. (ସମ୍ବଲପୁର) ଇଂ. କ୍ଲାସ୍) —

ଶ୍ରେଣୀ, ପ୍ରକାର — Class; kind.

(ଯଥା—ଏଠାରେ ଅନେକ କେଶ୍ର ଲୋକ ଅଛନ୍ତି)