Jump to content

କେସେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେସେ
ଉଚ୍ଚାରଣ: Kese

ଦେ. ସର୍ବ (ସଂ. କଃ ଏଷଃ) —

କେଉଁବ୍ୟକ୍ତି? କିଏ ସେ? — Who? Who is he?

କେହି ନଚାଇ ସୁଭୁରୁ ଭୂରୁ ଶିକ୍ଷା କି ବୃଷରୁ ସରୂପତି ହେଲା ଗୁରୁ ଗୁରୁସ୍ତକି କେସେ ଭଞ୍ଜ. ପ୍ରେମସୁଧାନିଧି