କେହି
ଦେଖଣା
କେହି —
ଉଚ୍ଚାରଣ: Kehi
কেমনে
केसा
ଦେ. ଅ. (ପ୍ରଚୀନ) (ସଂ. କିଂ ଏହି; କୋହି) —
କିପରି? — How?
ସରିବା ନିକି ନିଶିବନ ତୋ ଭିନ୍ନ ଏ ଦେହ କେହି ସହିବ ଭଞ୍ଜ.ପ୍ରେମସୁଧାନିଧି
ଏ କଥା କେହି ମୋର ନିର୍ବାହ ହୋଇବ—କୃଷ୍ଣସିଂହ ମହାଭାରତ.ଆଦି
কেউ
कीहि
ଦେ. ସର୍ବାନାମ (ସଂ. କିମ୍, କୋହି) —
କୌଣସି ବ୍ୟକ୍ତି — Someone; anyone.
ଦେ. ବିଣ —
କୌଣସି (ବ୍ୟକ୍ତି) —Some (person).