Jump to content

କେହିଅବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେହିଅବା
ଉଚ୍ଚାରଣ: Kehiabā

ଦେ. ସର୍ବନାମ —

୧: କେହି କେହି; କେହିକଦବା; ଖୁବ୍ ଅଳ୍ପ ସଂଖ୍ୟକ (ବ୍ୟକ୍ତି) —୧. (person) Very few; if any

୨: ବୋଧହୁଏ କେହି ଜଣେ —୨. At least some one.