Jump to content

କେହୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେହୁ
ଉଚ୍ଚାରଣ: Kehu
কেউ कीइ

ଦେ. (ପଦ୍ୟ) ସର୍ବନାମ —

(ସଂ. କୋହି) କୌଣସି ବ୍ୟକ୍ତି; କେହି —Someone; anyone.

ଧନମଦେ ମତ୍ତ କେହୁ ଜନମଦେ— ରାଧାନାଥ. ମହାୟାତ୍ରା